ଓଡିଶା

odisha

ETV Bharat / city

Manas Swain Murder Case: ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ନିରଞ୍ଜନ ସେଠି

ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜାମିନ ଆବେଦନ କରିଛନ୍ତି ଅଭିଯୁକ୍ତ ନିରଞ୍ଜନ ସେଠୀ । ଅଧିକ ପଢ଼ନ୍ତୁ

Manas Swain Murder Case: ହାଇକୋର୍ଟରେ ଜାମିନ ଆବେଦନ କଲା ଅଭିଯୁକ୍ତ ନିରଞ୍ଜନ ସେଠୀ
Manas Swain Murder Case: ହାଇକୋର୍ଟରେ ଜାମିନ ଆବେଦନ କଲା ଅଭିଯୁକ୍ତ ନିରଞ୍ଜନ ସେଠୀ

By

Published : Jun 2, 2022, 10:57 PM IST

କଟକ:ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜାମିନ ଆବେଦନ କରିଛନ୍ତି ଅଭିଯୁକ୍ତ ନିରଞ୍ଜନ ସେଠୀ । ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ନିରଞ୍ଜନ । ତଳ କୋର୍ଟରେ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିରଞ୍ଜନ ।

ଏକ ୱେବ ପୋର୍ଟାଲ୍‌ରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ ମାନସ ସ୍ବାଇଁ । ତେବେ କୌଣସି ଏକ ବିବାଦୀୟ ଭିିଡିଓକୁ ନେଇ ମାନସକୁ ଅପହରଣ କରିନେଇଥିଲେ ୱେବ ପୋର୍ଟାଲର ମାଲିକାଣି ଓ ଅଭିଯୁକ୍ତ ନିରଞ୍ଜନ ସେଠୀ । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ସାରିଛି ପୋଲିସ ।

ABOUT THE AUTHOR

...view details