ଓଡିଶା

odisha

ETV Bharat / city

ବର୍ଷା-ଅନୁଭବ ବିବାଦ: ହାଇକୋର୍ଟରେ ଆବେଦନ କଲେ ସାଂସଦ

ବର୍ଷା-ଅନୁଭବ ଘରୋଇ ବିବାଦ ମାମଲା । ମାମଲାର ତ୍ବରିତ ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କଲେ ସାଂସଦ ଅନୁଭବ । ଅଧିକ ପଢନ୍ତୁ...

By

Published : Jul 20, 2021, 10:19 PM IST

ବର୍ଷା-ଅନୁଭବ ବିବାଦ: ହାଇକୋର୍ଟ ଗଲେ ସାଂସଦ
ବର୍ଷା-ଅନୁଭବ ବିବାଦ: ହାଇକୋର୍ଟ ଗଲେ ସାଂସଦ

କଟକ: ଘନେଇବାରେ ଲାଗିଛି ବର୍ଷା-ଅନୁଭବ ଘରୋଇ ବିବାଦ ମାମଲା । କଟକସ୍ଥିତ ଫ୍ୟାମିଲ କୋର୍ଟରେ ଏହି ମାମଲା ଚାଲିଥିବାବେଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ ମହାନ୍ତି । ମାମଲାର ତ୍ବରିତ ଶୁଣାଣି ପାଇଁ ସାଂସଦ ଅନୁଭବ ହାଇକୋର୍ଟରେ ଆବେଦନ କରିଛନ୍ତି ।

ଏଥିସହ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ସେ ପ୍ରାର୍ଥନା କରିଛନ୍ତି । ପତି ପତ୍ନୀଙ୍କ ବିବାଦକୁ ନେଇ ଦାଏର ହୋଇଛି ମୋଟ 3ଟି ମାମଲା । ଫ୍ୟାମିଲ କୋର୍ଟରେ ଦାୟର ମାମଲାରେ କନସିଲିଏସନ୍ ଚାଲିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details