କଟକ: ଆଜି କଟକରୁ ମୋଟ ୨୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୟାନସର ସେଣ୍ଟରର ୭ ଜଣ ଓ ୧୧ ଟି ଲୋକାଲ କେସ ରହିଛି ।
କଟକରେ ବଢୁଛି ଲୋକାଲ କୋରୋନା ପଜିଟିଭ କେସ୍ - କୋରୋନା ପଜିଟିଭ
ଆଜି କଟକରୁ ମୋଟ ୨୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୟାନସର ସେଣ୍ଟରର ୭ ଜଣ ଓ ୧୧ ଟି ଲୋକାଲ କେସ ରହିଛି ।
କୋରୋନା ଭାଇରସ: କଟକରେ ବଢୁଛି ଲୋକାଲ କେସ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା !
ଆଠଗଡ଼ DSP ଙ୍କୁ ମିଶାଇ ୬ ଜଣ ପୋଲିସ କର୍ମଚାରୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପଟେ କଟକ ବଡ ମେଡିକାଲ(SCB)ର ସୁରକ୍ଷା କର୍ମୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚୌଦ୍ବାର ARC ରେ କାର୍ଯ୍ୟରତ ITBP ଯବାନଙ୍କ ପତ୍ନୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ନେଇ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅଧିକ ଲୋକାଲ କେସ୍ ଚିହ୍ନଟ ହେଉଥିବାରୁ, କଟକ ଗୋଷ୍ଠୀ ସଂକ୍ରମଣ ଆଡକୁ ବଢୁଥିବା ଚର୍ଚ୍ଚା ହେଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ