କଟକ: ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । କଟକରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ମହାମାରୀ କୋରୋନାକୁ ନଜରରେ ସମସ୍ତ ସରକାରୀ ଗାଇଡଲାଇନ ଦ୍ବାରା ଯୋଗ କରାଯାଇଛି ।
କଟକରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ - ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ
ଆଜି ସାରା ବିଶ୍ବରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ଆମ ପ୍ରତିନିଧି କେତେକ ଯୋଗ ଅଭ୍ୟାସକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...
କଟକରେ ପାଳନ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ
ସେପଟେ, ଏହି ଅବସରରେ ଯୋଗ କରିବାର ପ୍ରକୃତ ଅର୍ଥ କଣ ଆଉ ଏହା ଦ୍ୱାରା କଣ ଲାଭ ମିଳିଥାଏ ସେନେଇ ଆମ ପ୍ରତିନିଧି କେତେକ ଯୋଗ ଅଭ୍ୟାସକାରୀଙ୍କ ସହ ଆଲୋଚନା କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ