କଟକ:ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ମାମଲା । ଜିଲ୍ଲାସ୍ତରରେ ୪ ଜଣିଆ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଡାକ୍ତର ଏବଂ ଷ୍ଟାଫ ମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଡିସେମ୍ବର ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ।
ଖାଲିଥିବା ଡାକ୍ତର ପଦବୀ ପୂରଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଖାଲିଥିବା ଡାକ୍ତର ପଦବୀ ପୂରଣ
ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ମାମଲା ନେଇ ହାଇକୋର୍ଟର ନିର୍ଦ୍ଦେଶ । ଅଧିକ ପଢନ୍ତୁ
ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକରୁ ନାରାୟଣ ସାହୁ, ଇଟିଭି ଭାରତ