କଟକ:ଲାଲବାଗ ଥାନା ଅଧିକାରୀ ନାଁରେ ନକଲି ଫେସବୁକ ଆଇଡି । ନକଲି ଆଇଡି ଜରିଆରେ ପୋଲିସ କର୍ମଚାରୀଙ୍କୁ ମେସେଜ । ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଅଗ୍ରୀମ ଟଙ୍କା ଦେବା ପାଇଁ ମେସେଜ କରାଯାଇଛି । ଏନେଇ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲାଲବାଗ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ।
ଥାନା ଅଧିକାରୀ ନାଁରେ ନକଲି ଫେସବୁକ ଆଇଡି, ଟଙ୍କା ମାଗୁଛନ୍ତି ଠକ
ଥାନା ଅଧିକାରୀଙ୍କ ନାଁରେ ନକଲି ଫେସବୁକ୍ ଆଇଡି ଖୋଲି ଟଙ୍କା ମାଗିଲେ ଠକ । ଅଧିକ ପଢନ୍ତୁ
ଥାନା ଅଧିକାରୀ ନାଁରେ ଫେସବୁକ ଆଇଡି
କଟକରୁ ନାରାୟଣ ସାହୁ, ଇଟିଭି ଭାରତ