କଟକ: ପୁଣି 11 କେଭି ବିଦ୍ୟୁତ ନେଲା ଜୀବନ । ଚୌଦ୍ୱାର ଅଞ୍ଚଳରେ ୧୧ କେଭି ଲାଇନ ଖୁଣ୍ଟରେ କାର୍ଯ୍ୟ କରୁଥିବା ବେଳେ ହଠାତ ଲାଇନ ଚାର୍ଜ ହୋଇଯିବା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଲାଇନ ମ୍ୟାନଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
୧୧ କେଭି ବିଦ୍ୟୁତ ନେଲା ଲାଇନ ମ୍ୟାନର ଜୀବନ
ବିଦ୍ୟୁତ ନେଲା ଜୀବନ । ଚୌଦ୍ୱାର ଅଞ୍ଚଳରେ ୧୧ କେଭି ଲାଇନ ଖୁଣ୍ଟିରେରେ କାର୍ଯ୍ୟ କରୁଥିବା ବେଳେ ହଠାତ ଲାଇନ ଚାର୍ଜ ହୋଇଯିବା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଲାଇନମ୍ୟାନଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଆହୁରି ପଢନ୍ତୁ...
ବିଦୁତ ନେଲା ଲାଇନ ମ୍ୟାନର ଜୀବନ, ଅନ୍ୟ ଜଣେ ଗୁରୁତର
ଉଭୟଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଛି । ତେବେ ଏହା କିପରି ଘଟିଲା ତାକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ