ଓଡିଶା

odisha

By

Published : Mar 25, 2021, 7:06 AM IST

ETV Bharat / city

ଦେବସେନାର ଦୃଢ଼ୋକ୍ତି, ‘ପାଲଟା ଆକ୍ରମଣକାରୀଙ୍କୁ କର ଗିରଫ’

ସିଲଭର ସିଟିରେ କୃଷକ ନେତା ରାକେଶ ଟିକାୟତଙ୍କୁ ଆକ୍ରମଣ ଘଟଣା । ଜବାବ ରଖିଲା ଦେବସେନା । ଅଧିକ ପଢନ୍ତୁ...

debasena press meet  in cuttack
ଦେବସେନାର ଦୃଢ଼କ୍ତି , ପାଲଟା ଆକ୍ରମଣକାରୀଙ୍କୁ କର ଗିରଫ

କଟକ:ସିଲଭର ସିଟିରେ କୃଷକ ନେତା ରାକେଶ ଟିକାୟତଙ୍କୁ ଆକ୍ରମଣ ଘଟଣା ।ଏନେଇ ଜବାବ ରଖିଲା ଦେବସେନା । ରାକେଶ ଟିକାୟତଙ୍କୁ କଟକରେ ବିରୋଧ କରିଥିଲେ ଦେବସେନା କର୍ମୀ । ଏହି ଘଟଣାରେ ରାକେଶ ଟିକାୟତଙ୍କ ସମର୍ଥକମାନେ ମଧ୍ୟ ଦେବସେନାର ଅଭିନାଶ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ଏକ ଭିଡ଼ିଓ ମଧ୍ୟ କଟକ ପୋଲିସର ଜୋନ ୧ ଏସିପି ଙ୍କୁ ଦିଆଯାଇଛି।

ଦେବସେନାର ଦୃଢ଼କ୍ତି , ପାଲଟା ଆକ୍ରମଣକାରୀଙ୍କୁ କର ଗିରଫ

ଯେଉଁଭଳି ଭାବରେ ଅଭିନାଶଙ୍କୁ କୃଷକ ନେତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ସେହିଭଳି ଅପରପକ୍ଷଙ୍କୁ ମଧ୍ୟ ଗିରଫ କରିବା ପାଇଁ ଦାବି କରିଛି ସଂଗଠନ। ଯଦି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଆଗାମୀ ଦିନରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମିଳିତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ସେନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details