ଉଭୟ ଡିସିପି ଓ ସିଏମସି ଅଫିସକୁ ସଧାରଣ ଲୋକଙ୍କୁ ମନା
ସିପି ଓ ସିଏମସି କାର୍ଯ୍ୟାଳୟରେ କଟକଣା । କାର୍ଯ୍ୟାଳୟ ରୁ ପିଜେଟିଭ ଚିନ୍ହଟ ହେବା ପରେ ଏପରି ନିଷ୍ପତି ନିଆଯାଇଛି । ସିଏମସି କାର୍ଯ୍ୟାଳୟ ରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢନ୍ତୁ..
dcp and cmc office close for people
କଟକ: ଡିସିପି ଓ ସିଏମସି କାର୍ଯ୍ୟାଳୟରେ କଟକଣା । କାର୍ଯ୍ୟାଳୟରୁ ପଜେଟିଭ ଚିନ୍ହଟ ହେବା ପରେ ଏପରି ନିଷ୍ପତି ନିଆଯାଇଛି । ସିଏମସି କାର୍ଯ୍ୟାଳୟ ରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି । ଏହାଛଡା ସାଧାରଣ ଲୋକଙ୍କୁ ବର୍ତ୍ତମାନ ସିଏମସି ଅଫିସ କୁ ଆସିଵା ପାଇଁ ମନା କରାଯାଇଛି । ତେବେ କେତେ ଦିନ ଏହି ନିୟମ ରହିବ ତାହା ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ