ଓଡିଶା

odisha

By

Published : Oct 16, 2022, 9:28 AM IST

ETV Bharat / city

ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଚିଟଫଣ୍ଡ ଦୁର୍ନୀତି ମାମଲା । ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ । ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ ନାମକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

କଟକ: ଚିଟଫଣ୍ଡ ଦୁର୍ନୀତି ମାମଲା । ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ । ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ ନାମକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 13 କୋଟି 80 ଲକ୍ଷ 69 ହଜାର 875 ଟଙ୍କାର ଜମି, 13 ଲକ୍ଷ 10 ହଜାର 316 ଟଙ୍କା ବ୍ୟାଙ୍କ ବାଲାନ୍ସ, 3 ଲକ୍ଷ 25 ହଜାର 600 ଟଙ୍କା ନଗଦ ଟଙ୍କା ଏବଂ 4ଟି ଦାମୀ କାର ସ୍କର୍ପିଓ, ପାଜେରୋ, ବିଏମଡବ୍ଲୁ, ଫର୍ଚୁନର ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ । ବ୍ୟାଜାପ୍ତି ସମ୍ପତ୍ତି ଆକଳନ କରାଯାଇ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେବା ପାଇଁ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details