ଓଡିଶା

odisha

ETV Bharat / city

ସିଏମସିରୁ ୩୦୨ କୋରୋନା ପଜେଟିଭ ଚିହ୍ନଟ

କଟକ ମହାନଗର ନିଗମରେ ସର୍ବାଧିକ ୩୦୨ ଟି କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ଅଧିକ ପଢନ୍ତୁ..

By

Published : Aug 27, 2020, 10:47 PM IST

ସିଏମସି ରୁ ୩୦୨ କୋରୋନା ପଜେଟିଭ ଚିହ୍ନଟ
ସିଏମସି ରୁ ୩୦୨ କୋରୋନା ପଜେଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରେ ସର୍ବାଧିକ ୩୦୨ ଟି କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ସେଥିରୁ ୧୦୩ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୧ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଛନ୍ତି ।

୧୧୮ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୪୧୭୧ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୨୪୧୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୨୩ ଜଣଙ୍କର ମୃତୁ ଘଟିଛି। ସେହିପରି ୧୭୩୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details