ଓଡିଶା

odisha

ETV Bharat / city

କଟକରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

କଟକରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରରେ ଥିବା ନେଇ ସୂଚନା । ଅଧିକ ପଢନ୍ତୁ....

କଟକରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
କଟକରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

By

Published : Apr 27, 2021, 10:18 PM IST

କଟକ: ଜିଲ୍ଲାରେ କୋଭିଡର ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । କୋଭିଡ ହସ୍ପିଟାଲରେ ପର୍ଯାପ୍ତ ବେଡ଼ ଓ ଆଇସିୟୁ ବେଡ଼ ଥିବା ଜିଲ୍ଲାପାଳ କହିଛନ୍ତି ।

କଟକରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ସେହିପରି ଜିଲ୍ଲାପାଳ କହିଛନ୍ତି ଯେ, ନିୟମିତ ଏହାର ମନିଟରିଂ କରାଯାଉଛି । ପ୍ରତ୍ୟେକ ବ୍ଳକରେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ୩ ହଜାର ଶଯ୍ୟାର କୋଭିଡ କେୟାର ସେଣ୍ଟର କରାଯିବ। ଏହା ବ୍ୟତୀତ ଗୃହ ସଙ୍ଗରୋଧରେ ଥିବା ଲୋକଙ୍କର ସୁବିଧା ଅସୁବିଧା ପ୍ରଶାସନ ଯାଞ୍ଚ କରୁଛି । କେବେଳ ଗୁରୁତର ରୋଗୀ ହସ୍ପିଟାଲକୁ ଆସିବେ । ଜିଲ୍ଲାରେ କୋଭିଡ ପରିଚାଳନା ନେଇ ଏବେ ସେଭଳି କିଛି ସମସ୍ୟା ନଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details