କଟକ: ମଦ ଦୋକାନ ଖୋଲିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଗୃହ ମନ୍ତ୍ରଣାଳୟର ଗାଇଡ଼ଲାଇନକୁ ପାଳନ କରି ମଦ ଦୋକାନ ଖୋଲିବାକୁ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି । ଆବଶ୍ୟକ ପଡ଼ିଲେ ଅନଲାଇନରେ ମଦ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ସେ କୋର୍ଟକୁ ନିବେଦନ କରିଛନ୍ତି ।
ମଦ ଦୋକାନ ଖୋଲିବାକୁ ହାଇକୋର୍ଟରେ ମାମଲା
ମଦ ଦୋକାନ ଖୋଲିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଗୃହ ମନ୍ତ୍ରଣାଳୟର ଗାଇଡ଼ଲାଇନକୁ ପାଳନ କରି ମଦ ଦୋକାନ ଖୋଲିବାକୁ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି । ଆବଶ୍ୟକ ପଡ଼ିଲେ ଅନଲାଇନରେ ମଦ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ସେ କୋର୍ଟକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...
ମଦ ଦୋକାନ ଖୋଲିବାକୁ ହାଇକୋର୍ଟରେ ମାମଲା
ଆସନ୍ତା ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ । ସେହିପରି ପ୍ରବାସୀମାନଙ୍କର ରାଜ୍ୟ ପ୍ରବେଶରେ ଲଗାମ ନଥିବାରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : May 12, 2020, 6:16 PM IST