ଓଡିଶା

odisha

By

Published : Jun 16, 2020, 12:51 PM IST

Updated : Jun 16, 2020, 1:36 PM IST

ETV Bharat / city

ବଢିଲା ବସ ଭଡା

ବଢିଲା ବସ ଭଡା
ବଢିଲା ବସ ଭଡା

12:46 June 16

ବଢିଲା ବସ ଭଡା

କଟକ: ବଢିଲା ବସ ଭଡା। ସାଧାରଣ ବସ ଭଡା ୩ ପଇସା ବଢି କିଲୋମିଟର ପିଛା ୭୦ ପଇସା ହୋଇଛି। ଏକ୍ସପ୍ରେସ ବସ ଭଡା କିମି ପିଛା 3 ପଇସା ବଢି 73 ପଇସା ହୋଇଛି। 

ସେହିପରି ଡିଲକ୍ସ ବସ ଭଡା 6 ପଇସା ବଢି ଏକ ଟଙ୍କା ଏକ ପଇସା ହୋଇଛି। AC ଡିଲକ୍ସ 23 ପଇସା ବୃଦ୍ଧି ପାଇ କିମି ପିଛା ଏକ ଟଙ୍କା 23 ପଇସା ହୋଇଛି। ତେଲ ଦର ବୃଦ୍ଧି ପରେ ଅଟୋ ମେଟ୍ରିକ ମେକାନିଜିମ ଜରିଆରେ ଏହାକୁ ବଢାଯାଇଛି ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 16, 2020, 1:36 PM IST

ABOUT THE AUTHOR

...view details