ଓଡିଶା

odisha

By

Published : Mar 13, 2020, 9:56 AM IST

ETV Bharat / city

ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ,ଫାଣ୍ଡି ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କଟକ ନିଆଳିଆରେ ବୋମା ମାଡ । କସର୍ଦ୍ଦା ଫାଣ୍ଡିକୁ ଲକ୍ଷ୍ୟ କରି ଦୁର୍ବୃତ୍ତଙ୍କ ବୋମାମାଡ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ପୋଲିସକୁ ଅପରାଧିଙ୍କ ଖୋଲା ଚାଲେଞ୍ଜ
ପୋଲିସକୁ ଅପରାଧିଙ୍କ ଖୋଲା ଚାଲେଞ୍ଜ

କଟକ: ନିଆଳିରେ ବୋମା ମାଡ । କସର୍ଦ୍ଦା ଫାଣ୍ଡିକୁ ଲକ୍ଷ୍ୟ କରି ଦୁର୍ବୃତ୍ତଙ୍କ ବୋମାମାଡ । ଭୋର ସମୟରେ ବୋମାମାଡ ହୋଇଥିବାବେଳେ ବୋମଟି ଗଛରେ ବାଜି ବିସ୍ଫୋରଣ ହୋଇଛି । ବୋମା ମାଡର କାରଣ ଅସଷ୍ଟ ରହିଥିବାବେଳେ ପୋଲିସ ଘଟଣାର ଯାଞ୍ଚ କରୁଛି ।

ପୋଲିସକୁ ଅପରାଧିଙ୍କ ଖୋଲା ଚାଲେଞ୍ଜ

ସେପଟେ ପୋଲିସ କିଛି ଦୁର୍ବୃତ୍ତଙ୍କ ସନ୍ଦେହ କରି ନିଆଳି ପୋଲସି ଥାନାରେ ଉଚରା ଉଚରା ଆରମ୍ଭ କରିଛି । ସେମାନଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ଅଛି କି ନାହିଁ ପୋଲିସ ତାର କେସ ରେକର୍ଡ ଯାଞ୍ଚ କରୁଛି । ଘଟଣାଟି ନିଆଳିର ପ୍ରସିଦ୍ଧ ଦୋପଟି ମେଲଣ ଚାଲିଥିବା ସମୟରେ ଘଟିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details