କଟକ : ସିଏମସି ଦଖଲ କରିଛି ବିଜେଡି । ୫୯ଟି ୱାର୍ଡ ରୁ ୩୮ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୮,ବିଜେପି ୭ ଓ ସ୍ୱାଧୀନକୁ ୬ ଟି ଆସନ ମିଳିଛି।
ବିଜୟୀ ହୋଇଥିବା କର୍ପୋରେଟର ମାନେ ହେଲେ...
1 ନମ୍ବର ୱାର୍ଡରେ କଂଗ୍ରେସ ପାର୍ଥି ଭାନୁ ସେନାପତି ବିଜୟୀ
2 -ନମ୍ବର ୱାର୍ଡ ରେ ବିଜେଡି ର ପୁଷ୍ପିତା ମହାନ୍ତି ବିଜୟୀ
3 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ପ୍ରଦୀପ ରାଉତ ବିଜୟୀ
4 ନମ୍ବର ୱାର୍ଡ ରେ ବିଜେଡିର ପ୍ରିୟମ୍ବଦା ମହାନ୍ତି ବିଜୟୀ
5 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ପ୍ରିୟମ୍ବଦା ସ୍ୱାଇଁ ବିଜୟୀ
6 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ରିତାଞ୍ଜଳି ବେହେରା ବିଜୟୀ
7 ନମ୍ବର ୱାର୍ଡ ରେ ବିଜେଡ଼ିର ମମତା ନାୟକ ବିଜୟୀ
8 ନମ୍ବର ୱାର୍ଡ ରେ ବିଜେଡି ର ନମିତା ବାରିକ ବିଜୟୀ
9ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ବିକାଶ ବେହେରା ବିଜୟୀ
10 ନମ୍ବର ୱାର୍ଡ ରେ ମୋନାଲିସା ଦାସ ବିଜୟୀ
11ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଆରତୀ ସାହୁ ବିଜୟୀ
12ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଦୀପଞ୍ଜଳି ସିଂ ବିଜୟୀ
13 ନମ୍ବର ୱାର୍ଡ ରେ ବିଜେଡ଼ି ପାର୍ଥି ସତ୍ୟ ରଞ୍ଜନ ତ୍ରିପାଠୀ ବିଜୟୀ
14 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ବସନ୍ତ ବେହେରା ବିଜୟୀ
15 ନମ୍ବର ୱାର୍ଡ ରେ କଂଗ୍ରେସର ଲିଜାରାଣୀ ରାଉତ ବିଜୟୀ
16 ନମ୍ବର ୱାର୍ଡ ରେ ବିଜେଡି ର ଲଷ୍ମୀପ୍ରିୟ ବେହେରା ବିଜୟୀ
17 ନମ୍ବର ୱାର୍ଡ ରେ ବିଜେଡିର ଏସ ଶ୍ରୀଦେବୀ ବିଜୟୀ
18 ନମ୍ବର ୱାର୍ଡ ରେ ବିଜେଡିର ମହମ୍ମଦ ଇପତାଖାର ବିଜୟୀ
19 ନମ୍ବର ୱାର୍ଡ ରେ ବିଜେଡିର କୁରେସା ନୁର ବିଜୟୀ
20 ନମ୍ବର ୱାର୍ଡ ରେ ବିଜେପିର ଲକ୍ଷ୍ମୀଧର ବେହେରା ବିଜୟୀ
21 ନମ୍ବର ୱାର୍ଡ ରେ ବିଜେଡି ର ଅଶୋକ ଶର୍ମା ବିଜୟୀ
22 ନମ୍ବର ୱାର୍ଡ ରେ ବିଜେଡିର ଚନ୍ଦନ ଜେନା ବିଜୟୀ
23 ନମ୍ବର ୱାର୍ଡ ରେ ବିଜେଡିର ଅରୁନ୍ଧତୀ କର ବିଜୟୀ
24 ନମ୍ବର ୱାର୍ଡ ରେ ବିଜେଡିର ଦୀପ୍ତିମୟୀ ମୂଲିଆ ବିଜୟୀ
25 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ସତ୍ୟରାମ ସାହୁ ବିଜୟୀ
26 ନମ୍ବର ୱାର୍ଡ ରେ ବିଜେପି ପାର୍ଥି ଗଗନ ଓଝା ବିଜୟୀ
27 ନମ୍ବର ୱାର୍ଡ ର ବିଜେଡି ପାର୍ଥିନୀ ଇତିଶ୍ରୀ ଦାସ ବିଜୟୀ
28 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ବନଲତା ପ୍ରଧାନ ବିଜୟୀ
29 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ସୁମିତ୍ରା ଦାସ ବିଜୟୀ