ଓଡିଶା

odisha

ETV Bharat / city

କଟକରେ ବାଇକ ଧକ୍କା, ଦୁଇ ମୃତ

କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠଠାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

By

Published : Oct 10, 2019, 1:48 AM IST

କଟକରେ ବାଇକ ଧକ୍କା, ଦୁଇ ମୃତ

କଟକ: ତେଲେଙ୍ଗା ପେଣ୍ଠଠାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇଜଣ ଯୁବକ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ଏବଂ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

କଟକରୁ ପ୍ରଭୁକଲ୍ୟାଣପାଲ, ଇଟିଭି ଭାରତ

ABOUT THE AUTHOR

...view details