କଟକ: କଟକ ଏସଡିଜେଏମ କୋର୍ଟରେ ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା। ଓକିଲ ଜରିଆରେ କୋର୍ଟରେ ହାଜର ହେଲେ ବର୍ଷାଙ୍କ ସ୍ବାମୀ ଅନୁଭବ ମହାନ୍ତି । ଜବାବ ଦାଖଲ ପାଇଁ ସମୟ ନେଲେ ଅନୁଭବ। ଆସନ୍ତା ଡିସେମ୍ବର ୧୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।
ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ହିଂସା ମାମଲା: ଡିସେମ୍ବର ୧୮ରେ ହେବ ପରବର୍ତ୍ତୀ ଶୁଣାଣି - ସାଂସଦ ଅନୁଭବ ମହାନ୍ତି
ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ପ୍ରସଙ୍ଗ। କଟକ ଏସଡିଜେଏମ କୋର୍ଟରେ ଓକିଲଙ୍କ ଜରିଆରେ ହାଜର ହେଲେ ବର୍ଷାଙ୍କ ସ୍ୱାମୀ ଅନୁଭବ । ଜବାବ ଦାଖଲ ପାଇଁ ସମୟ ନେଲେ ସାଂସଦ ଅନୁଭବ ମହାନ୍ତି । ଅଧିକ ପଢନ୍ତୁ...
ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ହିଂସା ମାମଲା: ଡିସେମ୍ବର ୧୮ରେ ହେବ ପରବର୍ତ୍ତୀ ଶୁଣାଣି
ତେବେ କିଛି ଦିନ ହେବ ଅଭିନେତ୍ରୀ ବର୍ଷା ତାଙ୍କ ଉପରେ ଅତ୍ୟାଚାର ହେବା ନେଇ ସ୍ବାମୀ ଅନୁଭବଙ୍କ ବିରୋଧରେ କେସ ଫାଇଲ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ