କଟକ: କଟକ ସିଟି ହସ୍ପିଟାଲରେ ଜଣେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । ସମ୍ପୃକ୍ତ ଡାକ୍ତର ଜଣକ କିଛି ଦିନ ଧରି ଜ୍ଵରରେ ପୀଡିତ ଥିବା ସୂଚନା ମିଳିଛି । ତାଙ୍କର ମଙ୍ଗଳବାର କୋରୋନା ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ବାହାରିଛି ।
କଟକ ସିଟି ହସ୍ପିଟାଲରେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ - ରାଜ୍ୟରେ କୋରୋନା ଅପଡେଟ
କଟକ ସିଟି ହସ୍ପିଟାଲରେ ଜଣେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । ସମ୍ପୃକ୍ତ ଡାକ୍ତର ଜଣକ କିଛି ଦିନ ଧରି ଜ୍ଵରରେ ପୀଡିତ ଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...
କଟକ ସିଟି ହସ୍ପିଟାଲରେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ
ଏଥିସହ ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା 1518ରେ ପହଞ୍ଚିଛି । ଅନ୍ୟପଟେ ଏଯାବତ୍ ରାଜ୍ୟରେ 733 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ବେଳେ 7 ଜଣଙ୍କ ମୃତ୍ୟୁ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ