ଓଡିଶା

odisha

ETV Bharat / city

ଗଣିତ ପରୀକ୍ଷାରେ କପି କରି ଧରାପଡିଲେ ୨୪୩ ପରୀକ୍ଷାର୍ଥୀ - 243 student mp in matric exam

ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଗଣିତ ପରୀକ୍ଷା। ମାତ୍ର ଆଜି ଗଣିତ ପରୀକ୍ଷାରେ କପି କରି ୨୪୩ ଜଣ ପରୀକ୍ଷାର୍ଥୀ ଧରାପଡିଛନ୍ତି ।

243 student mp in matric exam
ଗଣିତ ପରୀକ୍ଷାରେ କପି କରି ଧରାପଡିଲେ ୨୪୩ ପରୀକ୍ଷାର୍ଥୀ

By

Published : Feb 26, 2020, 8:49 PM IST

କଟକ: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଗଣିତ ପରୀକ୍ଷା। ସକାଳ ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧୨ ଟା ୪୫ ରେ ଶେଷ ହୋଇଥିଲା । ପ୍ରତ୍ୟକ ଦିନ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିଲା ବେଳେ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯାଇଥିଲା। ମାତ୍ର ଆଜି ଗଣିତ ପରୀକ୍ଷାରେ କପି କରି ୨୪୩ ଜଣ ପରୀକ୍ଷାର୍ଥୀ ଧରାପଡିଛନ୍ତି ।

ଗଣିତ ପରୀକ୍ଷାରେ କପି କରି ଧରାପଡିଲେ ୨୪୩ ପରୀକ୍ଷାର୍ଥୀ

ଏପଟେ ଆଜି ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନରେ ଗଣିତ ଥିବାରୁ ପରୀକ୍ଷା ବେଶ୍ ଭଲ ହୋଇଥିବା ପରୀକ୍ଷାର୍ଥୀମାନେ କହିଛନ୍ତି। ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ପ୍ରଶ୍ନପତ୍ର ଭଲ ଆସିଥିବା ପରୀକ୍ଷାର୍ଥୀ କହିଛନ୍ତି। ସେହିପରି ଆଜି ପରୀକ୍ଷା ପରିଚାଳନାରେ କୌଣସି ତ୍ରୁଟି ଆସିନଥିବା ବୋର୍ଡ ସଭାପତି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details