କଟକ ମହାନଗର ନିଗମରୁ ଶୁକ୍ରବାର ୨୨୭ କୋରୋନା ପଜେଟିଭ - କଟକ ମହାନଗର ନିଗମ
କଟକ ମହାନଗର ନିଗମରେ ଆଜି ୨୨୭ କରୋନା ପଜେଟିଭ ଚିହ୍ନଟ କରାଯାଇଛି।ସେଥିରୁ ୮୨ ଜଣ ହୋମକ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ..
କଟକ: କଟକ ମହାନଗର ନିଗମରେ ଆଜି ୨୨୭ କରୋନା ପଜେଟିଭ ଚିହ୍ନଟ କରାଯାଇଛି। ସେଥିରୁ ୮୨ ଜଣ ହୋମକ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଛନ୍ତି। ୮୫ ଜଣ ସ୍ଥାନୀୟ ଆକ୍ରାନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୫୭୯୬ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୩୮୧୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୨୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୯୫୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସା୍ହୁ, ଇଟିଭି ଭାରତ