ଓଡିଶା

odisha

By

Published : Mar 16, 2021, 3:09 PM IST

ETV Bharat / city

ଯାଆଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ଉଦ୍ଧର ଘଟଣା, ଡିସିପିଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ

ରାଜଧାନୀର ଯାଆଁଳା ଫାଣ୍ଡି ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣାରେ ଆଜି (ମଙ୍ଗଳବାର) ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ଏକ ମାସ ମଧ୍ୟରେ ତଦନ୍ତର ରିପୋର୍ଟ ତଲବ କରିଛନ୍ତି । ଅଧିକ ପଢନ୍ତୁ...

ଯାଆଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ଉଦ୍ଧର ଘଟଣା, ଡିସିପିଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ
ଯାଆଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ଉଦ୍ଧର ଘଟଣା, ଡିସିପିଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀର ଯାଆଁଳା ଫାଣ୍ଡି ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣା । ଭୁବନେଶ୍ୱର ଡିସିପି ତଥା ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଏହି ଘଟଣାରେ କଣ ତଦନ୍ତ କରିଛନ୍ତି ସେ ସମ୍ପର୍କରେ ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯାଆଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ଉଦ୍ଧର ଘଟଣା, ଡିସିପିଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ

ସୂଚନା ଅନୁଯାୟୀ, ଯାଆଁଳା ଫାଣ୍ଡି କ୍ୟାମ୍ପସରେ ଏକ ଗାଡି ମଧ୍ୟରେ ଏକ ମହିଳାଙ୍କ କଙ୍କାଳ ଠାବ କରିଥିଲା ପୋଲିସ। ଏହାର ତଦନ୍ତ ଦିଗରେ କଣ କଣ ପଦକ୍ଷେପ ନେଇଛି ପୋଲିସକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details