ଭୁବନେଶ୍ବର: ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ । ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଥିବାବେଳେ ଅବକାରୀ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।
ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ - ଭୁବନେଶ୍ବର ଖବର
ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ । ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଥିବାବେଳେ ଅବକାରୀ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।
ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ
ଏହି ନିଷ୍ପତ୍ତି ପରେ ଏଣିକି ରାଜ୍ୟର ସମସ୍ତ ମଦ କାଉଣ୍ଟର ଖୋଲା ରହିବ । ଆଉ ଗ୍ରାହକ ସିଧାସଳଖ କାଉଣ୍ଟର ପାଖକୁ ଯାଇ ମଦ କିଣି ପାରିବେ । ତେବେ ପୂର୍ବରୁ କେବଳ ଅନଲାଇନରେ ଏହି ବ୍ୟବସ୍ଥା ରହିଥିଲା । ଏପରିକି ହୋମ ଡେଲିଭରି ସୁବିଧା ବି ରହିଥିଲା । ମଦ କାଉଣ୍ଟର ଖୋଲିବା ନିଷ୍ପତ୍ତି ପରେ ବି ଏହି ବ୍ୟବସ୍ଥା ମଧ୍ୟ ଜାରି ରହିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ