ଓଡିଶା

odisha

ETV Bharat / city

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅବପାତ ତେଲେଙ୍ଗାନା ମୁହାଁ - ପଶ୍ଚିମକେନ୍ଦ୍ରିୟ ବଙ୍ଗୋପସାଗର ଅବପାତ ତେଲେଙ୍ଗାନା ମୁଁହା

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅବପାତ ଏବେ ପଶ୍ଚିମ ଉତ୍ତରମୁଁହା। ଏହା ଏବେ ପଶ୍ଚିମ ତେଲେଙ୍ଗାନା ଆଡକୁ ଗତି କରୁଛି। ଘଣ୍ଟା ପ୍ରତି ୬ କିମି ବେଗରେ ପଶ୍ଚିମ ତେଲେଙ୍ଗାନା ଆଡକୁ ମୁଁହାଇଛି । ଅଧିକ ପଢନ୍ତୁ...

ପଶ୍ଚିମକେନ୍ଦ୍ରିୟ ବଙ୍ଗୋପସାଗର ଅବପାତ ତେଲେଙ୍ଗାନା ମୁଁହା
ପଶ୍ଚିମକେନ୍ଦ୍ରିୟ ବଙ୍ଗୋପସାଗର ଅବପାତ ତେଲେଙ୍ଗାନା ମୁଁହା

By

Published : Oct 14, 2020, 1:38 PM IST

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅବପାତ ଏବେ ପଶ୍ଚିମ ଉତ୍ତର ମୁଁହା। ଏହା ଏବେ ପଶ୍ଚିମ ତେଲେଙ୍ଗାନା ଆଡକୁ ଗତି କରୁଛି। ଘଣ୍ଟା ପ୍ରତି ୬ କିମି ବେଗରେ ପଶ୍ଚିମ ତେଲେଙ୍ଗାନା ଆଡକୁ ମୁଁହାଇଛି ଅବପାତ।

ପଶ୍ଚିମକେନ୍ଦ୍ରିୟ ବଙ୍ଗୋପସାଗର ଅବପାତ ତେଲେଙ୍ଗାନା ମୁଁହା

ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରେ ୨୩୧ ମିମି, ହିଂଜିଳିକାଟୁରେ ୨୨୫ମିମି, କବିସୂର୍ଯ୍ୟନଗରରେ ୨୨୪ ମିମି, ଆସ୍କାରେ ୨୧୦ ମିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ବର୍ଷା ନେଇ କୌଣସି ୱାର୍ନିଙ୍ଗ ଜାରି କରାଯାଇନାହିଁ। ସ୍ଥାନେ ସ୍ଥାନେ ବଜ୍ରପାତ ସହ ସ୍ବଳ୍ପ ବର୍ଷା ହୋଇପାରେ। ତେବେ ଖୁବଶୀଘ୍ର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ଫେରିଯିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details