ଭୁବନେଶ୍ବର: କୋରୋନା ମହାମାରୀ ପାଇଁ କଲେଜ ଓ ସ୍କୁଲ ବନ୍ଦ ରହିଛି । ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନଲାଇନ ଜରିଆରେ ଶିକ୍ଷାଦାନ କରୁଛନ୍ତି । ହେଲେ ଏଥିପାଇଁ ଅନେକଙ୍କୁ ସ୍କୁଲ କିମ୍ବା କଲେଜ ଆସି ଅନଲାଇନ କ୍ଲାସ ନେବାକୁ ପଡୁଛି ।
ଅନଲାଇନରେ ଶିକ୍ଷାଦାନ ଦେବେ ଦୃଷ୍ଟିବାଧିତ ଶିକ୍ଷକ ଶିକ୍ଷୟତ୍ରୀ - ଦୃଷ୍ଟି ବାଧିତ
ଦୃଷ୍ଟି ବାଧିତ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଏବେ ଆଉ ସ୍କୁଲ କିମ୍ବା କଲେଜ ଆସିବେ ନାହିଁ । ସେମାନେ କଲେଜ ନଆସି ନିଜ ଘରେ ଅନଲାଇନରେ କ୍ଲାସ ନେଇ ପାରିବେ । ଅଧିକ ପଢନ୍ତୁ..
ଅନଲାଇନରେ ଶିକ୍ଷାଦାନ ଦେବେ ଦୃଷ୍ଟି ବାଧିତ ଶିକ୍ଷକ/ ଶିକ୍ଷୟତ୍ରୀ
ସୋମବାର ଏନେଇ ଉଛଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଦୃଷ୍ଟି ବାଧିତ । ସେମାନେ କଲେଜ ନଆସି ନିଜ ଘରେ ଅନଲାଇନରେ କ୍ଲାସ ନେଇ ପାରିବେ । ଏନେଇ ସମସ୍ତ କଲେଜ ଓ ୟୁନିଭରସିଟି ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖି ଜଣାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭରାତ