ଓଡିଶା

odisha

Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

By

Published : Feb 14, 2022, 8:45 PM IST

Updated : Feb 14, 2022, 8:55 PM IST

ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଆଜି(ସୋମବାର) ଫେରାଦ ହେଲା ବିଜେଡି । ଅଧିକ ପଢନ୍ତୁ

Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି
Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର :ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଆଜି(ସୋମବାର) ଫେରାଦ ହେଲା ବିଜେଡି । ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ନିର୍ବାଚନୀ ଦିନ ଯେତେ ପାଖେଇ ଆସୁଛି ପରାଜୟ ଭୟରେ ରକ୍ତ ମୁଖା ହେଉଛି ବିଜେପି । ସାରା ଓଡ଼ିଶାରେ ଏଭଳି ସ୍ଥିତି ସାମ୍ନାକୁ ଆସୁଛି ।

Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

ଏହାବି ପଢନ୍ତୁ :Panchayat Poll: ଶେଷ ଦିନ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଜେଡି ନେତା

ରବିବାର ଦିନ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ସରଦାପୁର ପଞ୍ଚାୟତର ଶାସକ ଦଳର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶରେ ସାରା ଓଡ଼ିଶାରେ ଏଭଳି ରକ୍ତ ମୁଖା ହୋଇଛି ଦଳ । ତେଣୁ ଏହି ପ୍ରସଙ୍ଗରେ ବାଧ୍ୟ ହୋଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ତ ହୋଇଛି ବିଜେଡି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 14, 2022, 8:55 PM IST

ABOUT THE AUTHOR

...view details