ଭୁବନେଶ୍ବର: ମହଙ୍ଗା ପଡିଲା ନକଲି ନିଯୁକ୍ତି ସାଇଟ୍ରେ ପଞ୍ଜୀକରଣ । ସାଇବର ଜାଲରେ ଫସିଲେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର । ଏକ ନିଯୁକ୍ତି ସାଇଟରେ ଛାତ୍ର ଜଣକ ୨୫ ହଜାର ଦେଇ ପଞ୍ଜୀକରଣ କରି ଠକାମୀର ଶିକାର ହୋଇଥିବା ଜଣାପଡିଛି ।
ସାଇବର ଅପରାଧର ଶିକାର ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର - ଜବ ସାଇଟରେ ପଞ୍ଜିକରଣ ପଡିଲା ମହଙ୍ଗା
ମହଙ୍ଗା ପଡିଲା ନକଲି ନିଯୁକ୍ତି ସାଇଟ୍ରେ ପଞ୍ଜୀକରଣ । ସାଇବର ଜାଲରେ ଫସିଲେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର । ଅଧିକ ପଢନ୍ତୁ
ସାଇବର ଅପରାଧର ଶିକାର ୟୁକ୍ରେନ ଡାକ୍ତରୀ ଛାତ୍ର
ପରେ ନକଲି ସାଇଟ୍ ଜଣାପଡିବାରୁ ଠକାମୀର ଶିକାର ହୋଇଗଲେ ଛାତ୍ର । ଏନେଇ ଛାତ୍ରଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏଇଭଳି 100ରୁ ଅଧିକ ପିଲା ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଥିବା ସନ୍ଦେହ କରିଛନ୍ତି ସାଇବର ଏକସ୍ପର୍ଟ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Apr 26, 2022, 7:14 PM IST