ଓଡିଶା

odisha

ETV Bharat / city

ରାଜ୍ୟରେ ମୋଟ ୪୧୦୯ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ମୋଟ 4109.66 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 4, 2020, 4:13 PM IST

ରାଜ୍ୟରେ ମୋଟ ୪୧୦୯.୬୬ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି: ଯୋଗାଣ ମନ୍ତ୍ରୀ
ରାଜ୍ୟରେ ମୋଟ ୪୧୦୯.୬୬ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆଜି ସୁଦ୍ଧା ମୋଟ 4109.66 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ରାଜ୍ୟରେ ମୋଟ ୪୧୦୯.୬୬ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି: ଯୋଗାଣ ମନ୍ତ୍ରୀ

ମୋଟ 7 ଲକ୍ଷ 33 ହଜାର 665 ଜଣ ଚାଷୀଭାଇମାନେ ନିଜ ନିଜର ଟୋକନ୍ ପାଇ ସାରିଛନ୍ତି । ସେଥିରୁ ମୋଟ 544.87 କୋଟି ଟଙ୍କା ଚାଷୀମାନଙ୍କ ଖାତାକୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details