ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 4388 କୋରୋନା ସଂକ୍ରମିତ ସୁସ୍ଥ, ଟ୍ବିଟ କଲେ ନବୀନ - କୋରୋନା ସଂକ୍ରମିତ ସୁସ୍ଥ

ରାଜ୍ୟରେ 1 ଲକ୍ଷ ଟପିଲା କୋରୋନା ସୁସ୍ଥ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟର 30ଟି ଜିଲ୍ଲାରେ ସର୍ବାଧିକ 4388 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ତାଲିକାରେ ଖୋର୍ଦ୍ଧାର ସର୍ବାଧିକ 744 ଜଣ ଅଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 4388 କୋରୋନା ସଂକ୍ରମିତ ସୁସ୍ଥ, ଟ୍ବିଟ କଲେ ନବୀନ
ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 4388 କୋରୋନା ସଂକ୍ରମିତ ସୁସ୍ଥ, ଟ୍ବିଟ କଲେ ନବୀନ

By

Published : Sep 25, 2020, 8:05 PM IST

ଭୁବନେଶ୍ବର: ରାଜ୍ୟରେ 1 ଲକ୍ଷ ଟପିଲା କୋରୋନା ସୁସ୍ଥ ସଂଖ୍ୟା । ଏହି କ୍ରମରେ ଶୁକ୍ରବାର ରାଜ୍ୟର 30ଟି ଜିଲ୍ଲାରେ ସର୍ବାଧିକ 4388 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ତାଲିକାରେ ଖୋର୍ଦ୍ଧାର ସର୍ବାଧିକ 744 ଜଣ ଅଛନ୍ତି ।

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 4388 କୋରୋନା ସଂକ୍ରମିତ ସୁସ୍ଥ, ଟ୍ବିଟ କଲେ ନବୀନ

ସେହିପରି କଟକରେ 496, ପୁରୀରେ 183, ଅନୁଗୁଳରେ 144, ବରଗଡରେ 174, ବାଲେଶ୍ୱରରେ 142, ବଲାଙ୍ଗୀରରେ 47, କେନ୍ଦ୍ରାପଡାରେ 100, କଳାହାଣ୍ଡିରେ 43, ନୂଆପଡାରେ 179, ଝାରସୁଗୁଡ଼ାରେ 167, ଯାଜପୁରରେ 157, ବାଲେଶ୍ୱରରେ 142, ରାୟଗଡାରେ 138, ସୁନ୍ଦରଗଡରେ 128, କନ୍ଧମାଳରେ 126, ଜଗତସିଂହପୁରରେ 115, ନବରଙ୍ଗପୁରରେ 115, ସମ୍ବଲପୁରରେ 114, ମୟୂରଭଞ୍ଜରେ 109, ବୌଦ୍ଧରେ 101, ଭଦ୍ରକରେ 89, କୋରାପୁଟରେ 88, କେନ୍ଦୁଝରରେ 73, ଢେଙ୍କାନାଳରେ 57, ସୋନପୁରରେ 56, ଗଞ୍ଜାମରେ 49, ନୟାଗଡରେ 44, ମାଲକାନଗିରିରେ 40, ଗଜପତିରେ 32, ଦେଓଗଡରେ 10 ଓ ଷ୍ଟେଟ ପୁଲର 326 ଅଛନ୍ତି । ଏହାସହ ରାଜ୍ୟରେ ମୋଟ ଆରୋଗ୍ୟ 1,65,432ରେ ପହଞ୍ଚିଛି ।

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 4388 କୋରୋନା ସଂକ୍ରମିତ ସୁସ୍ଥ, ଟ୍ବିଟ କଲେ ନବୀନ

ତେବେ ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 4388 ଜଣ ସୁସ୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ଟ୍ବିଟ କରିଛନ୍ତି । ସେ ଏଥିପାଇଁ କୋଭିଡ ୱାରିୟର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details