ଭୁବନେଶ୍ବର: ନୂଆବର୍ଷ ପାଇଁ କଡା ଆଲର୍ଟ। ଚାଲିଛି କଡା ଚେକିଂ। ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଏଥିପାଇଁ ସମସ୍ତ ଛକ ଓ ଟ୍ରାଫିକ ପଏଣ୍ଟରେ ପୋଲିସ ଛାଉଣି ହୋଇଛି । ଏଥିସହ ହୋଟେଲ, ମଲ ଓ ମଦୁଆଙ୍କ ଉପରେ କଡା ନଜର ରଖିଛି ପୋଲିସ।
ନୂଆବର୍ଷ ପାଇଁ କଡା ଚେକିଂ, ମଦୁଆଙ୍କ ଉପରେ ନଜର
ନୂଆବର୍ଷ ପାଇଁ କଡା ଆଲର୍ଟ। ଚାଲିଛି କଡା ଚେକିଂ। ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଅଧିକ ଖବର ପଢନ୍ତୁ...
ନୂଆବର୍ଷ ପାଇଁ କଡା ଚେକିଂ, ମଦୁଆଙ୍କ ଉପରେ ନଜର
ଅପ୍ରିତିକର ପରିସ୍ଥିତି ଏଡାଇବାକୁ ସମସ୍ତ ଥାନାକୁ ସ୍ବତନ୍ତ୍ର ଫୋର୍ସ ଦିଆଯାଇଛି। ବିଶେଷ କରି ରାତି ସମୟରେ ମଦୁଆଙ୍କ ଉତ୍ପାତ ବଢିପାରେ , ଏଥିପାଇଁ କଡା ଆଲର୍ଟ ରହି ନଜର ରଖିବାକୁ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ