ଭୁବନେଶ୍ବର: ଆଜି ଲୋକସେବା ଭବନରେ UG ଏବଂ PG ସେମିଷ୍ଟାର ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଯୁକ୍ତ ତିନି ଓ ପିଜି ସିଲାବସରେ 25 ପ୍ରତିଶତ କୋର୍ସ ଗାଈଡେଡ଼ ସେଲ୍ଫ ଷ୍ଟଡି ଦ୍ୱାରା କଭର କରାଯିବ ।
ହେବନାହିଁ ଯୁକ୍ତ ତିନି ଦ୍ଵିତୀୟ, ଚତୁର୍ଥ ସେମିଷ୍ଟାର ଏବଂ ପିଜି ଦ୍ଵିତୀୟ ସେମିଷ୍ଟାର - ଯୁକ୍ତ ତିନି
ଯୁକ୍ତ ତିନିର ଦ୍ଵିତୀୟ ଓ ଚତୁର୍ଥ ସେମିଷ୍ଟାର ହେବ ନାହିଁ |ସେହିପରି ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ପରବର୍ତୀ ସେମିଷ୍ଟାରକୁ ଉନ୍ନତି କରାଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..
pg-second-semesters
ଯୁକ୍ତ ତିନିର ଦ୍ଵିତୀୟ ଓ ଚତୁର୍ଥ ସେମିଷ୍ଟାର ହେବ ନାହିଁ | ସେହିପରି ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । କୋରୋନା ମହାମାରୀକୁ ନେଇ ଏହିଭଳି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ