ଭୁବନେଶ୍ବର: ମମିତା ମେହେର ହତ୍ୟା ଘଟଣାକୁ ଚର୍ଚ୍ଚାରେ ରଖିବା ପାଇଁ ରାଜ୍ୟ ବିଜେପିର ଅଭିନବ ପ୍ରୟାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଞ୍ଚସ୍ଥ ହେଲା ଘଟଣା ଉପରେ ପର୍ଯ୍ୟବେସିତ ନାଟକ 'ଅନ୍ଧ ଧୃତରାଷ୍ଟ୍ର' ।
ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଞ୍ଚସ୍ଥ ହୋଇଛି ପର୍ଯ୍ୟବେସିତ ନାଟକ 'ଅନ୍ଧ ଧୃତରାଷ୍ଟ୍ର' । ନାଟକରେ ଭାଗ ନେଇଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ , ରାଜ୍ୟ ବିଜେପି ମହିଳା ମୋର୍ଚ୍ଚ ର ସୂଚନା ଅନୁସାରେ । ମମିତା ମେହେର ହତ୍ୟାକାଣ୍ଡ ଉପରୁ ଲୋକଙ୍କ ନଜର ହଟାଇବା ପାକଁ ରାଜ୍ୟ ସରକାର ଯଥାରୀତି ଉଦ୍ୟମ କରି ଆସୁଛନ୍ତି ।