ଭୁବନେଶ୍ବର: ସର୍ବଦଳୀୟ ବୈଠକରେ ନିଷ୍ପତ୍ତି। ଧାନ କିଣା ସମ୍ପର୍କରେ ଆସନ୍ତାକାଲି (ଶନିବାର) ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ଧାନକିଣା ସମ୍ପର୍କରେ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ ।
ଧାନକିଣା ସମ୍ପର୍କରେ ଶନିବାର ଗୃହରେ ଉତ୍ତର ରଖିବେ ମନ୍ତ୍ରୀ - farmer issue odisha latest news
ଧାନକିଣା ସମ୍ପର୍କରେ ଆସନ୍ତାକାଲି (ଶନିବାର) ଗୃହରେ ଉତ୍ତର ରଖିବେ ମନ୍ତ୍ରୀ । ଏ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି।
ଧାନକିଣା ସମ୍ପର୍କରେ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ମନ୍ତ୍ରୀ
ଧାନକିଣା ସମ୍ପର୍କରେ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥିସହିତ ଆସନ୍ତା 7 ଦିନ ପରେ ଧାନ କିଣାରେ ଅଗ୍ରଗତି ସମ୍ପର୍କରେ ପୁଣିଥରେ ଗୃହକୁ ଅବଗତ କରାଇବେ। କିନ୍ତୁ ବାଚସ୍ପତିଙ୍କ ଏହି ନିର୍ଦେଶରେ ଅରାଜି କଂଗ୍ରେସ। ବିଜେପି ବି ନିଷ୍ପତ୍ତିକୁ କଲା ବିରୋଧ। ସର୍ବଦଳୀୟ ବୈଠକରେ ବାଚସ୍ପତିଙ୍କ ସହ ବିକ୍ରମ ଆରୁଖ ,ପ୍ରମିଳା ମଲ୍ଲିକ ,ପ୍ରଦୀପ୍ତ ନାୟକ ନରସିଂହ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ବାଚସ୍ପତି ବିଧାନସଭାରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ