ଭୁବନେଶ୍ବର:ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା 'ଆଶୀର୍ବାଦ' । ଗତ ଏପ୍ରିଲ ପହିଲା 2020ରୁ ଉଭୟ ବାପା, ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ଯୋଜନା ଆଶୀର୍ବାଦ । ସେମାନଙ୍କ ଶିକ୍ଷା ଦୀକ୍ଷା ଭରଣପୋଷଣ ପାଇଁ ରାଜ୍ୟ ସରକାର ମାସିକ ୨୫୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ।
ରାଜ୍ୟସରକାରଙ୍କ ଆର୍ଶୀବାଦ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
ରାଜ୍ୟରେ ଅନାଥ ଶିଶୁ ତଥା ପୋଷ୍ୟପୁତ୍ର ଭାବରେ ବାସ କରି ଆସୁଥିବା ଶିଶୁଙ୍କୁ 'ଆଶୀର୍ବାଦ' ଯୋଜନାରେ ମିଳିବ ଆର୍ଥିକ ସହାୟତା । ଅଧିକ ପଢନ୍ତୁ...
ରାଜ୍ୟସରକାରଙ୍କ ଆର୍ଶୀବାଦ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
୨୫୦୦ ଟଙ୍କାରେ କେମିତି ଲାଭଦାୟକ ହେବ, ପାଠପଢା, ଅନ୍ୟ ଖର୍ଚ୍ଚ ବାବଦରେ ୨୫୦୦ ଟଙ୍କା ନ୍ୟୁନ ବୋଲି ସେ କହିଛନ୍ତି । ୨୫୦୦ ଟଙ୍କା ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ସରକାର ତଦନ୍ତ କରି ତାଲିକା ପ୍ରସ୍ତୁତ କରିବା ସହ ଶ୍ଵେତପତ୍ର ଦିଅନ୍ତୁ ସରକାର । ସେପଟେ ବିଧାୟକମାନେ ମଧ୍ୟ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ମୋହନ ମାଝୀ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ