ଓଡିଶା

odisha

ETV Bharat / city

ଧାନ କିଣାରେ ଅନିୟମିତତା, 10 ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ଧାନ କିଣାରେ ଅନିୟମିତତା ନେଇ 10 ଜଣ ପ୍ରାଥମକି କୃଷି ସମବାୟ ସମିତି ସମ୍ପାଦକ ନିଲମ୍ବିତ । ଅଧିକ ପଢନ୍ତୁ...

By

Published : Feb 2, 2021, 9:17 PM IST

ଧାନ କିଣାରେ ଅନିୟମିତତା ନେଇ 10 ଜଣ କୃଷି ସମବାୟ ସମିତି ସମ୍ପାଦକ ନିଲମ୍ବତ
ଧାନ କିଣାରେ ଅନିୟମିତତା ନେଇ 10 ଜଣ କୃଷି ସମବାୟ ସମିତି ସମ୍ପାଦକ ନିଲମ୍ବତ

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଧାନ ସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ 10 ଜଣ ପ୍ରାଥମକି କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି ।

ଧାନ କିଣାରେ ଅନିୟମିତତା ନେଇ 10 ଜଣ କୃଷି ସମବାୟ ସମିତି ସମ୍ପାଦକ ନିଲମ୍ବତ

ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ବିଗତ ଦିନରେ ରାଜ୍ୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଅନେକ ଅଭିଯୋଗ ହୋଇଛି । ଏପରିକି ସମସ୍ୟାର ସମାଧାନ ଦାବିରେ ଚାଷୀ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details