ଓଡିଶା

odisha

ETV Bharat / city

‘ଗାନ୍ଧୀ ଆମର, ମୋଦି ନେଲେ ଭିଡି ଆଣିବୁ’

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗାନ୍ଧୀଙ୍କୁ ନେଇ ବିଜେପି ଆରମ୍ଭ କରୁଥିବା କାର୍ଯ୍ୟକ୍ରମକୁ ନେଇ ଦେଇଛନ୍ତି ତାତ୍ସଲ୍ୟ ବୟାନ । ଗଣମାଧ୍ୟମକୁ କହିଛନ୍ତି ଗାନ୍ଧୀ ଆମର । ମୋଦି ଯଦି ନେବେ ଆମେ ଭିଡି ଆଣିବୁ ।

By

Published : Sep 8, 2019, 11:49 PM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଆମର । କେହି ନେଇପାରିବେ ନାହିଁ ତାଙ୍କୁ । ଯିଏ ନେବ ଆମେ ଭିଡି ଆଣିବୁ । ଏମିତି ଏକ ଭିନ୍ନ ଠାଣିର କଥା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନେକ ନିଷ୍ପତିକୁ କଟାକ୍ଷ ମଧ୍ୟ କରିଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ମୋଦିଙ୍କ ପାଇଁ ଚନ୍ଦ୍ରୟାନ ବିଫଳ ହେଲା । ସେ ଅଧିକ ଉତ୍ସାହିତ ହେଉଛନ୍ତି । ଯାହାକୁ ପାରୁଛନ୍ତି କୁଣ୍ଢେଇ ଧରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ଥିବା କହିଛନ୍ତି ସୁର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details