ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ରହିବ କୋଭିଡ ବେଡ଼ ଓ ଆଇସିୟୁ ସେବା । ମୋଟ ବେଡ଼ର 50 ପ୍ରତିଶତ ଓ ଆଇସିୟୁର 80 ପ୍ରତିଶତ ବେଡ଼ କୋଭିଡ ଆକ୍ରାନ୍ତ ପାଇଁ ରଖିବା ବାଧ୍ୟତାମୂଳକ କରିଛି ସ୍ୱାସ୍ଥ୍ୟ ବିଭାଗ।
ବଡ ଘୋଷଣା, କୋରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ 80% ICU - କୋଭିଡ
ଘରୋଇ ହସ୍ପିଟାଲରେ ରହିବ କୋଭିଡ ବେଡ଼ ଓ ଆଇସିୟୁ ସେବା । ମୋଟ ବେଡ଼ର 50 ପ୍ରତିଶତ ଓ ଆଇସିୟୁର 80 ପ୍ରତିଶତ ବେଡ଼ କୋଭିଡ ଆକ୍ରାନ୍ତ ପାଇଁ ରଖିବା ବାଧ୍ୟତାମୂଳକ କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...
କୋଭିଡ ପାଇଁ ବେଡ଼ ଓ ଆଇସିୟୁ ବ୍ୟବସ୍ଥା ବାଧ୍ୟତାମୂଳକ
ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ପାଇଁ ଏହା ଲାଗୁ ହେବ। ଏନେଇ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ଦେୟ ଆକ୍ରାନ୍ତଙ୍କଠାରୁ ନିଆଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ