ଓଡିଶା

odisha

ETV Bharat / city

ଏଥର 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ - 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ

2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ । ମୋଟ 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ ରହିଛି । ଅଧିକ ପଢନ୍ତୁ...

ଏଥର 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ
ଏଥର 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ

By

Published : Feb 18, 2020, 5:55 PM IST

ଭୁବନେଶ୍ବର: 2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ । ମୋଟ 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ ରହିଛି । ଏଥିରୁ 65 ହଜାର 655 କୋଟି ପ୍ରଶାସନିକ ବ୍ୟୟ, 74 ହଜାର କୋଟି କାର୍ଯ୍ୟକ୍ରମ ବ୍ୟୟ, 3200 କୋଟି ବିପର୍ଯ୍ୟୟ ପ୍ରଶମନ ବ୍ୟୟ, 7145 କୋଟି ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ହସ୍ତାନ୍ତର ପାଇଁ ଉଦ୍ଦିଷ୍ଟ।

ଏଥର 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ

ସେପଟେ ପୁଞ୍ଜି ଅଟକଳ ବ୍ୟୟ ରହିଛି 26, 513 କୋଟି । ରାଜସ୍ବ ପ୍ରାପ୍ତିରୁ 1 ଲକ୍ଷ 24 ହଜାର 300 କୋଟି ରହିଛି। ଋଣ ଓ ଅନ୍ୟାନ୍ୟ ବାବଦ ଅର୍ଥ 25 ହଜାର 700 କୋଟି ଟଙ୍କାରୁ ଭରଣା କରାଯିବ। 2020-21ରେ ବିତ୍ତୀୟ ନିଅଣ୍ଟ 3 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ଏଥର 1 ଲକ୍ଷ 50 ହଜାର କୋଟି ଟଙ୍କାର ବଜେଟ

ରାଜ୍ୟର ମୋଟ ରାଜସ୍ବରୁ ନିଜସ୍ବ ଟିକସ 38, 350 କୋଟି, ନିଜସ୍ବ ଅଣ ଟିକସ ରାଜସ୍ବ 17, 650 କୋଟି, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ 36, 300 କୋଟି ଟଙ୍କା ରହିଛି । କେନ୍ଦ୍ରରୁ ମିଳିବାକୁ ଥିବା ଅନୁଦାନ ଅର୍ଥ ରହିଛି 32 ହଜାର କୋଟି ଟଙ୍କା। ପୁରୀର ବିକାଶ ପାଇଁ ଅବଢ଼ା ଯୋଜନା ବାବଦକୁ 3 ହଜାର208 କୋଟିରୁ ଚଳିତ ବଜେଟରେ 695 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏକାମ୍ର କ୍ଷେତ୍ର ପାଇଁ 700 କୋଟିରୁ ଚଳିତ ବର୍ଷ ପାଇଁ 150 କୋଟି ବ୍ୟୟ ବରାଦ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details