ଓଡିଶା

odisha

କୋଭିଡ ଟୀକା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି ଘୋଷଣା

By

Published : Dec 5, 2020, 8:17 PM IST

କୋଭିଡ ଟୀକା ପାଇଁ ଦୁଇଟି କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି କମିଟି ଘୋଷଣା କରାଯାଇଛି। ଅଧିକ ପଢନ୍ତୁ..

କୋଭିଡ ଟୀକା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କମିଟି ଘୋଷଣା
କୋଭିଡ ଟୀକା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କମିଟି ଘୋଷଣା

ଭୁବେନଶ୍ବର: କୋଭିଡ ଟୀକା ପାଇଁ ଦୁଇଟି କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି କମିଟି ଘୋଷଣା କରାଯାଇଛି। ରାଜ୍ୟ ସ୍ତରୀୟ କମିଟିରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଅଧ୍ୟକ୍ଷ ରହିଛନ୍ତି। ଏଥିରେ କ୍ୟାପିଟାଲ ହସ୍ପିଟାଲ ଓ ଏସସିବି ହସ୍ପିଟାଲର ବିଶେଷଜ୍ଞ ରହିଛନ୍ତି। ସେହିଭଳି ଜିଲ୍ଲା ସ୍ତରୀୟ କମିଟିରେ ସିଡିଏମଓ ଅଧ୍ୟକ୍ଷ ରହିଛନ୍ତି ।

କୋଭିଡ ଟୀକା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କମିଟି ଘୋଷଣା

ସେପଟେ ରାଜ୍ୟ କୋଭିଡ କମିଟି ପରାମର୍ଶଦାତା ଜୟନ୍ତ ପଣ୍ଡା ସୂଚନା ଆଶ୍ବସ୍ତି ଦେଇଛି । ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀର ଆଶଙ୍କା ନଥିବା ପଣ୍ଡା କହିଛନ୍ତି । ତେବେ ରାଜ୍ୟବାସୀଙ୍କୁ ଶୀଘ୍ର କୋରୋନା ଟୀକା ମିଳିବା ସମ୍ଭାବନା ରହିଛି । ତେବେ କୋଭିଡ-19 ଗାଇଡଲାଇନ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି ।

କୋଭିଡ ଟୀକା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କମିଟି ଘୋଷଣା

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details