ଓଡିଶା

odisha

ETV Bharat / city

ଜିରୋ ନାଇଟ୍ ସେଲିବ୍ରେସନ ମନା, ମାର୍ଗଦର୍ଶିକା ଜାରି କଲେ SRC

ଏଥର ଜିରୋ ନାଇଟ୍ ସେଲିବ୍ରେସନକୁ ମନା । କଡା ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି । ଅଧିକ ପଢନ୍ତୁ...

new year celebration over covid19
ଜିରୋ ନାଇଟ ପାର୍ଟୀ କିମ୍ବା କାର୍ଯ୍ୟକ୍ରମ ନ କରିବା ପାଇଁ ଏସଆରସି ଜାରୀ କଡା ନିର୍ଦ୍ଦେଶ

By

Published : Dec 30, 2020, 8:01 PM IST

Updated : Dec 30, 2020, 10:27 PM IST

ଭୁବନେଶ୍ବର: ପୁରୁଣା ବର୍ଷକୁ ବିଦାୟ ଓ ନବବର୍ଷକୁ ସ୍ବାଗତ ସମୟରେ କୌଣସି ପ୍ରକାରର ଜିରୋ ନାଇଟ ପାର୍ଟି କିମ୍ବା କାର୍ଯ୍ୟକ୍ରମ ଆୟୋଜନ ନ କରିବା ପାଇଁ କଡା ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ପୂର୍ବରୁ ରାଜ୍ୟ ସରକାର ଜିରୋ ନାଇଟ ସେଲିବ୍ରେସନ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଜିରୋ ନାଇଟ୍ ସେଲିବ୍ରେସନ ମନା, ମାର୍ଗଦର୍ଶିକା ଜାରି କଲେ SRC

ବ୍ରିଟେନରେ କୋରୋନା ଭାଇରସର ଦ୍ବିତୀୟ ଷ୍ଟ୍ରେନ ବର୍ତ୍ତମାନ ସାରା ବିଶ୍ବରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଯାହାକୁ ଦେଖି ସରକାର ସମସ୍ତ ପ୍ରକାରର ଆୟୋଜନକୁ ବନ୍ଦ ରଖିବା ପାଇଁ କଡା ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ଲୋକଙ୍କୁ ସରକାର କୋରୋନା ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Last Updated : Dec 30, 2020, 10:27 PM IST

ABOUT THE AUTHOR

...view details