ଭୁବନେଶ୍ବର:ବାତ୍ୟାରୁ ତ୍ରାହି ପାଇଲା ଓଡିଶା । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନରୁ ଏହା ଜଣାପଡିଛି । ଓଡ଼ିଶାରେ ବାତ୍ୟାର ପ୍ରକୋପ ରହିବ ନେଇ ପୂର୍ବରୁ ଆକଳନ କରିଥିଲା ଆଇଏମଡି। ଏପରିକି ପଶ୍ଚିମବଙ୍ଗ, ଓଡିଶା ସହିତ ବାଂଲାଦେଶ ସାମିଲ ରହିଥିଲା। ହେଲେ ଓଡ଼ିଶାର ନାମକୁ ବର୍ତ୍ତମାନ ଏହି ତାଲିକାରୁ ବାଦ୍ ଦିଆଯାଇଛି । ତେବେ ଏହାର ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ। ସେଥିପ୍ରତି ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଟଳିଲା ବାତ୍ୟା ବିପଦ, ବର୍ଷା ନେଇ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ - ବର୍ଷା ନେଇ ଜିଲ୍ଲାପାଳଙ୍କୁ ଆଡ଼ଭାଇଜରୀ
ବାତ୍ୟାରୁ ତ୍ରାହି ପାଇଲା ଓଡିଶା। ଏବେ ଡର ପ୍ରବଳ ବର୍ଷାକୁ। ତେବେ ବୁଲବୁଲ ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ବର୍ଷା ହେବ । ସେଥିପ୍ରତି ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛ। ଅଧିକ ଖବର ପଢନ୍ତୁ...
ଟଳିଲା ବାତ୍ୟା ବିପଦ, ବର୍ଷା ନେଇ ଜିଲ୍ଲାପାଳଙ୍କୁ ଆଡ଼ଭାଇଜରୀ
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ