ଓଡିଶା

odisha

By

Published : Aug 10, 2021, 7:55 PM IST

ETV Bharat / city

ସ୍ପେଶାଲ OJEE ଆବେଦନର ଶେଷ ତାରିଖ ଅଗଷ୍ଟ 17କୁ ଵୃଦ୍ଧି

ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ ୧୭ ତାରିଖକୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ 17 ପର୍ଯ୍ୟନ୍ତ ଵୃଦ୍ଧି
ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ 17 ପର୍ଯ୍ୟନ୍ତ ଵୃଦ୍ଧି

ଭୁବନେଶ୍ବର: ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ 17କୁ ଵୃଦ୍ଧି ହୋଇଛି । ଆବେଦନ ଅବଧି ବଢ଼ିବା ସହ ଅଗଷ୍ଟ 18 ପର୍ଯ୍ୟନ୍ତ ଫି ଭରିବାକୁ ଅନୁମତି ମିଳିଥିବା ସୂଚନା ମିଳିଛି । ତେବେ ଏ ସମ୍ପର୍କରେ OJEE ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ 17 ପର୍ଯ୍ୟନ୍ତ ଵୃଦ୍ଧି

ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ 17 ପର୍ଯ୍ୟନ୍ତ ଵୃଦ୍ଧି ହୋଇଛି । ଆବେଦନ ଅବଧି ବଢ଼ିବା ସହ ଅଗଷ୍ଟ 18 ପର୍ଯ୍ୟନ୍ତ ଫି ଭରିବା ଅନୁମତି ମିଳିଛି । ପୂର୍ବରୁ ଅଗଷ୍ଟ 10 ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା । ଯେଉଁମାନେ OJEE ଆବେଦନ କରି ସାରିଛନ୍ତି ସେମାନେ ଚାହିଁଲେ ସଂଶୋଧନ ମଧ୍ୟ କରିପାରିବେ। ନିଜ ପସନ୍ଦର ସେଣ୍ଟର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଅନୁମତି ଦିଆଯାଇଛି । ଆଗକୁ ଆଉ ଆବେଦନ ବୃଦ୍ଧି ସମୟ ବଢ଼ାଯିବ ନାହିଁ ବୋଲି କହିଛନ୍ତି OJEE ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details