ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ପରୀକ୍ଷା କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର - କ୍ୟାପିଟାଲ ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଚକ୍ଷୁଜନିତ ସମସ୍ୟା ନେଇ କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ଚିକିତ୍ସା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର ।

ଫାଇଲ ଫଟୋ

By

Published : Nov 3, 2019, 2:57 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚକ୍ଷୁଜନିତ ସମସ୍ୟା ନେଇ ଦୀର୍ଘ ସମୟ ଧରି ସେ ଚକ୍ଷୁ ବିଭାଗରେ ଚିକିତ୍ସିତ ହୋଇଥିଲେ । ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରିଥିଲେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ରବିବାର ସକାଳେ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁରେ କିଛି ସମସ୍ୟା ହୋଇଥିଲା । ଯାହାର ଚିକିତ୍ସା ପାଇଁ ସେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ସମସ୍ତ ଚିକିତ୍ସା ସରିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରୁ ସେ ଘରକୁ ଯାଇଥିଲେ । ସୂର୍ଯ୍ୟ ପାତ୍ର ଚିକିତ୍ସା ପାଇଁ ଆସିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ସ୍ବଚ୍ଛତାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details