ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ତେଜୁଛି ରାଜନୈତିକ ମାହୋଲ୍ । ଏନେଇ ମତ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି ।
କୋଟିଆ ପ୍ରସଙ୍ଗରେ ଏମିତି କହିଲେ ବାଚସ୍ପତି - କୋଟିଆ ପ୍ରସଙ୍ଗ
କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ତେଜୁଛି ରାଜନୈତିକ ମାହୋଲ୍ । ଏନେଇ ମତ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...
କୋଟିଆ ପ୍ରସଙ୍ଗରେ ଏମିତି କହିଲେ ବାଚସ୍ପତି
ଏହାସହ ମାମଲା ବିଚାରଧୀନ ଥିବା ସେ କହିଛନ୍ତି । ତେଣୁ ସେ ବିଷୟରେ ଅଧିକ କିଛି ଟିପ୍ପଣୀ ଦେବିନାହିଁ। ସୀମା ବିବାଦ ନେଇ ଗୃହ କମିଟିରେ ଆଲୋଚନା ହେଉଛି ବୋଲି ବାଚସ୍ପତି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Feb 11, 2021, 12:29 PM IST