ଓଡିଶା

odisha

ETV Bharat / city

ସ୍ମାର୍ଟସିଟିର ସ୍ମାର୍ଟ ଝିଅ ଯସ୍ମୀନ

ନିଜର ତ୍ୟାଗ ଏବଂ କାର୍ଯ୍ୟ ଦକ୍ଷତା ଯୋଗୁ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବସ୍ତି ଝିଅ ଯସ୍ମୀନ ନିଶା ଏକ ଉଦାହରଣ ସୃଷ୍ଟି କରି ପାଇଛନ୍ତି । ହାସଲ କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ଅଧିକ ପଢନ୍ତୁ...

smart-girls-in-smart-city
smart-girls-in-smart-city

By

Published : Jan 15, 2020, 11:14 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ଅଖ୍ୟାତ ଅଞ୍ଚଳରୁ କମିଶନରେଟ ପୋଲିସର ମହିଳା ଏସପିଓ ।ନିଜର ତ୍ୟାଗ ଏବଂ କାର୍ଯ୍ୟ ଦକ୍ଷତା ଯୋଗୁ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବସ୍ତି ଝିଅ ଯସ୍ମୀନ ନିଶା ଏକ ଉଦାହରଣ ସୃଷ୍ଟି କରି ପାଇଛନ୍ତି । ହାସଲ କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ ।

ଜୀବନ କୌଶଳ ଶିକ୍ଷାର ତାଲିମ ପାଇ ସମାଜରେ ଉଦାହରଣ ପାଲଟିଛନ୍ତି ଏହି ଯୁବ ନେତୃତ୍ବ । ଯସ୍ମୀନଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ଘର ଭୁବନେଶ୍ବର ସାଇନ୍ସ ପାର୍କ ବସ୍ତିରେ । କଲେଜରେ ଯୁକ୍ତ ୩ରେ ଅଧ୍ୟୟନରତ । ନିଜ ଗୋଷ୍ଠୀଙ୍କୁ ଆତ୍ମ କୌଶଳ ତାଲିମ ପ୍ରଦାନ କରି ନିଜକୁ ପ୍ରତିପାଦିତ କରିପାରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details