ଭୁବନେଶ୍ବର:ଆଜି ବିଧାନସଭାରେଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ପାରିତ ହୋଇଯାଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପାରିତ କରିଛନ୍ତି । ଏହି ବିଲ୍ ଦ୍ବାରା ଶ୍ରୀଜଗନ୍ନାଥ ଜମି ଉପରେ ବସବାସ କରୁଥିବା ଲୋକଙ୍କୁ ଲାଭ ହେବ ।
Odisha Assembly: ବିଧାନସଭାରେ ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ପାରିତ - ବିଧାନସଭାରେ ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ପାରିତ
ଆଜି ବିଧାନସଭାରେ ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ପାରିତ ହୋଇଯାଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ପାରିତ କରିଛନ୍ତି । ଅଧିକ ପଢ଼ନ୍ତୁ
Odisha Assembly: ବିଧାନସଭାରେ ଶ୍ରୀ ଜଗନ୍ନାଥ ସଂଶୋଧନ ବିଲ୍ ପାରିତ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ