ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ଦାସବର୍ମା । ଦାୟିତ୍ବ ଗ୍ରହଣ କରିବା ପରେ ଯୋଜନା ବୋର୍ଡର ରୂପରେଖ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହା ସହ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ରାଜ୍ୟ ଯୋଜନା ବୋର୍ଡକୁ ଅଧିକ କ୍ରିୟାଶୀଳ ଭାବେ କାର୍ଯ୍ୟ କରିବେ ସେ କହିଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ନେଲେ ସଞ୍ଜୟ ଦାସବର୍ମା - ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ
ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ସଞ୍ଜୟ ଦାସବର୍ମା । ରାଜ୍ୟ ଯୋଜନା ବୋର୍ଡକୁ ଅଧିକ କ୍ରିୟାଶୀଳ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...
ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା
ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା
ସୂଚନାଯୋଗ୍ୟ, ବିଜେଡିର ନେତା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ନିଯୁକ୍ତ ପାଇବା ପରେ ସେ କ୍ୟାବିନେଟ ପାହ୍ୟାର ସମସ୍ତ ସୁବିଧା ପାଇବେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : Mar 2, 2020, 5:24 PM IST