ଓଡିଶା

odisha

ETV Bharat / city

ସ୍ୱାସ୍ଥ୍ୟ ସମିତିର 5 କୋଟି ଅର୍ଥ ହେରଫେର ଘଟଣା: ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବାନ୍ଧିଲା EOW

ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର 5 କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗ ହୋଇଛି । ଅର୍ଥ ହେରଫେରକୁ ନେଇ ବ୍ୟବସାୟୀ ବିକାଶ ମାନସିଂହ ଗିରଫଙ୍କୁ କରାଯାଇଛି । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ସମିତିର 5 କୋଟି ଟଙ୍କା ଅର୍ଥ ହେରଫେର ଘଟଣା : ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବାନ୍ଧିଲା EOW
ସ୍ୱାସ୍ଥ୍ୟ ସମିତିର 5 କୋଟି ଟଙ୍କା ଅର୍ଥ ହେରଫେର ଘଟଣା : ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବାନ୍ଧିଲା EOW

By

Published : Jan 8, 2022, 10:21 PM IST

ଭୁବନେଶ୍ବର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର 5 କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗ ହୋଇଛି । ଅର୍ଥ ହେରଫେରକୁ ନେଇ ରାଉଲକେଲାର ବ୍ୟବସାୟୀ ବିକାଶ ମାନସିଂହ ଗିରଫଙ୍କୁ କରାଯାଇଛି ।ବିକାଶକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।

ବିକାଶ ମାନସିଂହ ୱେବସାଇଡ ହ୍ୟାକ କରି ଅର୍ଥ ଲୁଟି ନେଇଥିବା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ସୂଚନା ମିଳିଛି । ନାଚୁରାଲ ନାମକ ଏକ କମ୍ପାନୀକୁ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଟଙ୍କାକୁ ପଠାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details