ଓଡିଶା

odisha

By

Published : Jun 8, 2022, 12:54 PM IST

ETV Bharat / city

ଏକାମ୍ର ହାଟରେ ଜମିବ ରଜ ଉତ୍ସବ: ପୁଚି ଖେଳ ସହ ବାସିବ ପିଠାର ମହକ

ଏକାମ୍ର ହାଟରେ ପ୍ରୟାସ ପକ୍ଷରୁ ଅନୁଷ୍ଠିତ ହେବ ରଜ ଉତ୍ସବ । କୋରୋନା ପାଇଁ ଦୁଇ ବର୍ଷ ହେବ ଏହି ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ୧୪ ୧୫ ଏବଂ ୧୬ ତିନି ଦିନ ଚିଲିବ । ଅଧିକ ପଢନ୍ତୁ

ଏକାମ୍ର ହାଟରେ ହେବ ରଜ ଉତ୍ସବ: ପୁଚି ଖେଳ ସହ ବାସିବ ପିଠାର ମହକ
ଏକାମ୍ର ହାଟରେ ହେବ ରଜ ଉତ୍ସବ: ପୁଚି ଖେଳ ସହ ବାସିବ ପିଠାର ମହକ

ଭୁବନେଶ୍ବର: ଏକାମ୍ର ହାଟରେ ପ୍ରୟାସ ପକ୍ଷରୁ ଅନୁଷ୍ଠିତ ହେବ ରଜ ଉତ୍ସବ । କୋରୋନା ପାଇଁ ଦୁଇ ବର୍ଷ ହେବ ଏହି ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ୧୪ ୧୫ ଏବଂ ୧୬ ତିନି ଦିନ ଚାଲିବ । ଦିନ ୩ରୁ ସଂନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଏକାମ୍ର ହାତର ଓପନ ଥିଏଟରରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରହିଛି ।

ଏକାମ୍ର ହାଟରେ ହେବ ରଜ ଉତ୍ସବ: ପୁଚି ଖେଳ ସହ ବାସିବ ପିଠାର ମହକ

ଯେଉଁଥିରେ ସବୁ ବର୍ଗର ମହିଳାମାନେ ଯୋଗ ଦେଇ ତାଙ୍କ ପ୍ରତିଭା ପ୍ରର୍ଦଶନ କରିବେ । ରଜ ପାଇଁ ଫ୍ୟାସନ ପ୍ରତିଯୋଗିତା ସହ ପୁଚି ଓ ପିଠା ପ୍ରତିଯୋଗିତା ଆୟୋଜିତ ହେବ । ତେଣୁ ଏହି ମହୋତ୍ସବରେ କେବଳ ରାଜଧାନୀବାସୀ ନୁହେଁ ବାହାର ପ୍ରତିଯୋଗୀ ମଧ୍ୟ ଭାଗ ନେଇପାରିବେ ବୋଲି ପ୍ରୟାସର ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details