ହାଇଦ୍ରାବାଦ: ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜ ଅଞ୍ଚଳରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡର ପାସ ,ଫୁଟ ଓଭରବ୍ରିଜ ଏବଂ ସଂଯୋଗକାରୀ ରାସ୍ତା ନିର୍ମାଣ ବିଷୟରେ ମାନ୍ୟବର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଓ ଜାତୀୟ ରାଜପଥ , ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ନିତିନ ଗଡକରୀଙ୍କ ସହ ନନାଙ୍କ ଆଲୋଚନା, ଦୂର ହେବ ରାଜ୍ୟର ସଡ଼କ ସମସ୍ୟା
ରାଜ୍ୟର ବିଭିନ୍ନ ଜାତୀୟ ରାଜପଥର ସମସ୍ୟାକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଅଧିକ ପଢନ୍ତୁ..
ନିତିନ ଗଡକାରୀଙ୍କ ସହ ନନାଙ୍କ ଆଲୋଚନା, ଦୂର ହେବ ରାଜ୍ୟର ସଡ଼କ ସମସ୍ୟା
ତଦନୁସାରେ ଉଭୟଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ କତ୍ତୃପକ୍ଷଙ୍କ ସହିତ ଆଲୋଚନା ପାଇଁ ନିତିନ ଗଡକାରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ସେପ୍ଟେମ୍ବର 4ତାରିଖ ଦିନ ଏହି ବୈଠକ ସ୍ଥିର ହୋଇଥିବା ଷ୍ପଷ୍ଟ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ ।